ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ଦାଦା-ପୁତୁରା ହାତାହାତି ଘଟଣା, ସେବାୟତ ନାରାୟଣ ମେକାପ ନିଲମ୍ବିତ - NILACHALA SAMACHAR
Article Image

ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ଦାଦା-ପୁତୁରା ହାତାହାତି ଘଟଣା, ସେବାୟତ ନାରାୟଣ ମେକାପ ନିଲମ୍ବିତ

🗂 Art & Culture | 🕒 20 May 2026, 15:05 IST

ପୁରୀ ୨୦/୦୫: ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରା ହାତାହାତି ଘଟଣାରେ ଆକ୍ସନ୍। ବରିଷ୍ଠ ସେବାୟତ ନାରାୟଣ ମେକାପ ନିଲମ୍ବିତ କଲା ଶ୍ରୀମନ୍ଦିର ପ୍ରଶାସନ। ସେବା ଖଟିବା ବିବାଦକୁ ନେଇ ଭଣ୍ଡାର ମେକାପ ମଧୁସୂଦନ ମେକାପ (କୁନିପୁଅ) ଓ ପୁତୁରା ନାରାୟଣ ମେକାପ (କିଷନ)ଙ୍କ ମଧ୍ୟରେ ହାତାହାତି ଏବଂ ପାଟିତୁଣ୍ଡ ହୋଇଥିଲା । ପ୍ରାଶାସନିକ ଅଧିକାରୀ ଓ ପୁଲିସର ହସ୍ତକ୍ଷେପ ପରେ ବନ୍ଦ ହୋଇଥିଲା ବଚସା।

💬 Leave a Comment

🗨️ Approved Comments

No comments yet.

🔗 Share this article: