ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବାବେଳେ ବୁଡି ଯାଇ ଯୁବକଙ୍କ ମୃତ୍ୟୁ। - NILACHALA SAMACHAR
Article Image

ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବାବେଳେ ବୁଡି ଯାଇ ଯୁବକଙ୍କ ମୃତ୍ୟୁ।

🗂 Local | 🕒 02 Jun 2026, 17:11 IST

ପୁରୀ ୨/୬ : ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବାବେଳେ ବୁଡି ଯାଇ ଯୁବକଙ୍କ ମୃତ୍ୟୁ।ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ।ଅଗ୍ନିଶମ ବିଭାଗ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।କୁମ୍ଭାରପଡ଼ା ଥାନା ପୋଲିସ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: