🗂 Local | 🕒 03 Jun 2026, 16:52 IST
ପୁରୀ ୩/୬: ବେଳାଭୂମିରେ ବିରାଟ କୋହଲିଙ୍କୁ ବାଲୁକା କୃତି ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ କ୍ରିକେଟ୍ ଆଇକନ୍ ବିରାଟ କୋହଲିଙ୍କୁ ତାଙ୍କର ଉଲ୍ଲେଖନୀୟ ସଫଳତା ଏବଂ (IPL 2026) ଅଭିଯାନ ପାଇଁ ଅଭିନନ୍ଦନ ଜଣାଇବା ପାଇଁ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି।
No comments yet.