ନଦୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ଯାଇ ୨ ନାବାଳକ ମୃତ୍ୟୁ - NILACHALA SAMACHAR
Article Image

ନଦୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡ଼ି ଯାଇ ୨ ନାବାଳକ ମୃତ୍ୟୁ

🗂 Local | 🕒 13 Jun 2026, 17:49 IST


ପୁରୀ ୧୩/୬ : ଗାଧୋଇବା ବେଳେ ନଦୀରେ ବୁଡ଼ି ଯାଇ ୨ ଭାଇଙ୍କ ମୃତ୍ୟୁ । ଚନ୍ଦନପୁର ଜାନକାଦେଇପୁର୍ ରେଲୱେ ବ୍ରିଜ୍‌ରେ ଥିବା ନଦୀରେ ବୁଡ଼ିଗଲେ ଦୁଇ ଭାଇ । ଉଭୟ ମୃତ ନାବାଳକ କେତକୀ ପାଟଣା ଅଞ୍ଚଳର ଏବଂ ବୟସ ୧୨ ରୁ ୧୫ ମଧ୍ୟରେ ହେବ । ଚନ୍ଦନପୁରରେ ପରିବା ବ୍ୟବସାୟ କରୁଥିବା ଦୁଇ ଭାଇ ବାବୁ ରାୟ ଓ କାବୁ ରାୟଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ସୂଚନା ମିଳିଛି ।


💬 Leave a Comment

🗨️ Approved Comments

No comments yet.

🔗 Share this article: