🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ମଶାଣିଚଣ୍ଡୀ ମନ୍ଦିର ନିକଟରେ ବୀଭତ୍ସ ହତ୍ୟା - NILACHALA SAMACHAR
Article Image

ମଶାଣିଚଣ୍ଡୀ ମନ୍ଦିର ନିକଟରେ ବୀଭତ୍ସ ହତ୍ୟା

🗂 Crime | 🕒 16 May 2025, 13:34 IST



ପୁରୀରେ କୁନା ବେହେରା ନାମକ ଯୁବକଙ୍କୁ ବିଳମ୍ବିତ ରାତିରେ ହତ୍ୟା

ଶୋଇଥିବା ବେଳେ ଘରେ ମାରଣାସ୍ତ୍ରରେ ହତ୍ୟା

ଲିପୁନୁ ଭୋଇ ଓ କିଛି ସହଯୋଗୀଙ୍କ ନାଁରେ ଅଭିଯୋଗ

ପଇଡ଼ ତୋଳାକୁ ନେଇ ହତ୍ୟାକାଣ୍ଡ ହୋଇଛି ପୋଲିସ

ବାସେଳୀସାହି ପୋଲିସର ତଦନ୍ତ ଆରମ୍ଭ

💬 Leave a Comment

🗨️ Approved Comments

No comments yet.

🔗 Share this article: