🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଗତ 24ଘଣ୍ଟାରେ ଜିଲ୍ଲାରେ 230ମିଲିମିଟର ବର୍ଷା, - NILACHALA SAMACHAR
Article Image

ଗତ 24ଘଣ୍ଟାରେ ଜିଲ୍ଲାରେ 230ମିଲିମିଟର ବର୍ଷା,

🗂 Local | 🕒 28 May 2025, 23:07 IST

ପୁରୀ ଗତ 24ଘଣ୍ଟାରେ ଜିଲ୍ଲାରେ 230ମିଲିମିଟର ବର୍ଷା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା l ଗତ 24ଘଣ୍ଟାରେ ଜିଲ୍ଲାରେ 230ମିଲିମିଟର ବର୍ଷା ହୋଇଛି l ଅସ୍ତରଙ୍ଗ ବ୍ଲକରେ 16, ବ୍ରହ୍ମଗିରି ବ୍ଲକରେ 12, ଡେଲାଙ୍ଗ ବ୍ଲକରେ4, ଗୋପ ବ୍ଲକରେ 38, କାକଟପୁର ବ୍ଲକରେ 57, କଣାସ ବ୍ଲକରେ 2, କୃଷ୍ଣ ପ୍ରସାଦ ବ୍ଲକରେ7, ନିମାପଡା ବ୍ଲକରେ 15, ପିପିଲି ବ୍ଲକରେ 7, ପୁରୀରେ 35, ସତ୍ୟବାଦୀ ବ୍ଲକରେ 9 ଓ କୋଣାର୍କ ଏନଏସିରେ 28 ମିଲିମିଟର ବର୍ଷା ହୋଇଥିବା ନେଇ ଆଜି ରାତ୍ର ସାଢେ 7ଟାରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି l

💬 Leave a Comment

🗨️ Approved Comments

No comments yet.

🔗 Share this article: