🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଆଞ୍ଚଳିକ ପରିବହନ ଅଧିକାରୀଙ୍କ ବିଭିନ୍ନ ପ୍ରକାରର ଚଢ଼ାଉ କରାଯାଇଅଛି. ଆଇନୀଭଙ୍ଗକାରି ମାନଙ୍କ ଉପରେ ଉଚିତ ପଦକ୍ଷେପ ନିଆଯାଇଅଛି - NILACHALA SAMACHAR
Article Image

ଆଞ୍ଚଳିକ ପରିବହନ ଅଧିକାରୀଙ୍କ ବିଭିନ୍ନ ପ୍ରକାରର ଚଢ଼ାଉ କରାଯାଇଅଛି. ଆଇନୀଭଙ୍ଗକାରି ମାନଙ୍କ ଉପରେ ଉଚିତ ପଦକ୍ଷେପ ନିଆଯାଇଅଛି

🗂 Local | 🕒 05 Jun 2025, 16:50 IST

ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ମେ ମାସରେ ବିଭିନ୍ନ ପ୍ରକାରର ଚଢ଼ାଉ କରାଯାଇଅଛି. ଆଇନୀଭଙ୍ଗକାରି ମାନଙ୍କ ଉପରେ ଉଚିତ ପଦକ୍ଷେପ ନିଆଯାଇଅଛି. ମେ ମାସରେ E-rickshaw/Auto-rickshaw 136 ଗାଡିକୁ ଚାଲାଣ କରାଯାଇଛି, 31 ଗୋଟି ଗାଡିକୁ ଅଟକ ରଖଆଯାଇଥିଲା. ଏ ବାବଦକୁ 12,62,000/- ରାଶି ଆଦୟ ମଧ୍ୟ କରାଯାଇଥିଲା. ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ଛକ ମାନଙ୍କରେ ଅଫିସର ମାନଙ୍କୁ ମୁତୟନ କରାଯାଇ ବିଭିନ୍ନ ପ୍ରକାରର ଆଇନ ଭଙ୍ଗ କାରିମାନଙ୍କ ଉପରେ କଡା ନଜର ରଖା ଯାଇଅଛି ତଥା- ମଦ୍ୟପାନ, ଓ଼ଭରଲୋଡ ଓ ହେଲମେଟ ବିହୀନ୍ନ ଇତ୍ୟାଦି. 

ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଏହା ମଧ୍ୟ ମନ୍ତବ୍ୟ ଦିଆ ଯାଇଅଛି ଯେ ଆଗାମୀ ଦିନ ମାନଙ୍କରେ ଚେକକିଙ୍ଗକୁ ଆହୁରି କଡାକଡି କରାଯିବ ଏବଂ ଆଇନ ଅମାନ୍ୟ କାରିମାନଙ୍କ ଉପରେ ସରକାରଙ୍କର ଉଚିତ ଛାଟ ଲଗାଯିବ.

💬 Leave a Comment

🗨️ Approved Comments

No comments yet.

🔗 Share this article: