🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି, ପୁରୀକୁ ଜଗିବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ - NILACHALA SAMACHAR
Article Image

ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି, ପୁରୀକୁ ଜଗିବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ

🗂 Art & Culture | 🕒 06 Jun 2025, 01:41 IST

ପୁରୀ ସ୍ନାନପୂର୍ଣ୍ଣିମା ଶୃଙ୍ଖଳିତ କରିବା ନେଇ ସୁରକ୍ଷା ସମୀକ୍ଷା ବୈଠକ। ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ବୈଠକ। କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଦେବସ୍ନାନ ପୂର୍ଣ୍ଣିମା ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: