🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ମୋଟର ଯାଞ୍ଚ, ୨,୦୫,୦୦୦ ଟଙ୍କା ଜୋରିମାନା l - NILACHALA SAMACHAR
Article Image

ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ମୋଟର ଯାଞ୍ଚ, ୨,୦୫,୦୦୦ ଟଙ୍କା ଜୋରିମାନା l

🗂 Local | 🕒 19 Jun 2025, 15:47 IST

ପୁରୀର ଟ୍ରାଫିକ ଇନ୍ସପେକ୍ଟର, ଅତିରିକ୍ତ Rto(enf),ଙ୍କ ସହିତ ଓଏସଡି ପୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁବାଷ ବୋଷ ଛକ ଓ ଚକ୍ରତୀର୍ଥ ରାସ୍ତାରେ ପରିବହନ ବିଭାଗ ପକ୍ଷରୁ କଡା ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ବୋଭ/ଅଟୋ ଚିହ୍ନଟ ହୋଇଥିଲେ ଏବଂ ସେମାନଙ୍କ ଉପରେ ୨,୦୫,୦୦୦/_ ଟଙ୍କା (ଦୁଇ ଲକ୍ଷ ପାଞ୍ଚ ହଜାର ) ଟଙ୍କା ଜରିମାନା ଲଗାଯାଇଥିଲା । Rto କାର୍ଯ୍ୟାଳୟ ପରିସରରେ ଦୁଇଟି ଅଟୋ ଏବଂ ବୋଭ (ବ୍ୟାଟାରୀ ଚାଳିତ) ଯାନ ଜବତ କରାଯାଇ ଅଟକ ରଖାଯାଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: