🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ହିଡେନ କ୍ୟାମେରା ନେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କଲେ ଯୁବକ, ପୁଲିସର ଅନୁସନ୍ଧାନ - NILACHALA SAMACHAR
Article Image

ହିଡେନ କ୍ୟାମେରା ନେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କଲେ ଯୁବକ, ପୁଲିସର ଅନୁସନ୍ଧାନ

🗂 Local | 🕒 29 Jul 2025, 20:27 IST

ପୁରୀ କ୍ୟାମେରା ନେଇ ଧରାପଡିଲା ଯୁବକ। ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା କି ଫୋଟୋ ଭିଡିଓ। ନିଜ ଚଷମା ରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରିଥିଲା କି ।ଚଷମାରେ ଲାଗିଥିବା ଲେନ୍ସ ରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲ୍ କୁ transfer ହେବା ଭଳି କ୍ୟାମେରା।ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଉକ୍ତ ଯୁବକକୁ ପୋଲିସ ଧରିଥିଲା ।ତେବେ ଶ୍ରୀମନ୍ଦିର ସଶସ୍ତ୍ର ସୁରକ୍ଷା ବାହିନୀ ତାକୁ ସିଂହଦ୍ୱାର ଥାନା ନେଇଛି୍। ଯୁବକ ଜଣକ ପୁରୀ ଗଜପତି ନଗରର ବୋଲି ଜଣାପଡିଛି। ଅଭିଜିତ୍ କର ଓ ତା ସହ କେଉଁ ସେବକ ଯାଇଥିଲା ତାର ମଧ୍ୟ ତଦନ୍ତ ପୋଲିସ କରୁଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: