ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା
🗂 Crime | 🕒 22 Aug 2025, 00:02 IST
ପୁରୀ ବଳିଆପଣ୍ଡା ନିକଟରେ ସାଙ୍ଗକୁ ହତ୍ୟା କଲା ସାଙ୍ଗ। ମୃତକ ହେଲେ ବାସେଳିସାହି ଥାନା ଥାନପତି ଲେନର ରାଜେଶ ଓଝା ବୟସ ୨୧। ରାଜେଶ ର ମୃତ ଦେହକୁ ବଳିଆପଣ୍ଡା ଥାନା ପୋଲିସ ଷ୍ଟର୍ଲିଂ ନିକଟ ରୁ ଜବତ କରି ଅଧିକ ତଦନ୍ତ ପାଁଈ ସାଇଣ୍ଟିଫିକେ ଟିମ ଏବଂ ପୋଲିସ ର ମିଳିତ ଉଦ୍ୟମରେ ତଦନ୍ତ ଜାରି ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ନେଇ ବିଶେଷ ସୂତ୍ର ର ପ୍ରକାଶ ପାଇଛି ।।