🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
କଫ୍ ସିରପ୍ ଯୋଗାଣକାରୀ ଗିରଫ - NILACHALA SAMACHAR
Article Image

କଫ୍ ସିରପ୍ ଯୋଗାଣକାରୀ ଗିରଫ

🗂 Crime | 🕒 14 Oct 2025, 11:51 IST



ପୁରୀ ସହରାଞ୍ଚଳରେ ନିଶା ବେପାରୀମାନଙ୍କୁ କଫ ସିରପ୍ ଯୋଗାଉଥିବା ଯୋଗାଣକାରୀକୁ ଟାଉନ୍ ଥାନା ପୁଲିସ ଆଜି କୋର୍ଟ ଚାଲାଣ କରିଛି। ତା’ ଠାରୁ ପୁଲିସ ଏକ କାର୍ ୦୦୦୨ଏବି୨୭୦୪ ଓ ମୋବାଇଲ୍ ଫୋନ୍ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ନୂଆ ସାହିର ସୁବାଶିଷ ଦାସ(୪୪) ପୁରୀରେ ନିଶା ବେପାରୀମାନଙ୍କୁ କଫ ସିରପ୍ ଯୋଗାଉଥିଲା। ଗତ ଜୁଲାଇରେ ଟାଉନ ଥାନା ପୁଲିସ ୨ ଜଣ ନିଶା ବେପାରୀଙ୍କୁ ୩୦୩/୨୫ ନମ୍ବର ମାମଲାରେ ଗିରଫ କରିଥିଲା । ସେମାନଙ୍କୁ ଧରି ପଚରାଉଚରା ସମୟରେ ସେମାନେ ନିଶା ପାଇଁ କପ୍ ସିରପ୍ ସୁବାଶିଷ ଠାରୁ କିଣୁଥିବା ସ୍ବୀକାର କରିଥିଲେ ।




...

💬 Leave a Comment

🗨️ Approved Comments

No comments yet.

🔗 Share this article: