🗂 Health | 🕒 15 Oct 2025, 13:19 IST
ପୁରୀ ମୋବାଇଲ୍ ଫୋନ୍ ଲାଇଟ୍ରେ ରୋଗୀ ଦେଖାଲେ ଡାକ୍ତର। ଏହା କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କାଜୁଆଲିଟିରେ ର ଦେଖୁବାକୁ ମିଳିଛି ଏଭଳି ଅବ୍ୟବସ୍ଥା। ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ରେ ହଠାତ୍ ଲାଇନ୍ କଟିଯାଇଥିଲା । କିଛି ବିକଳ୍ପ ବ୍ୟବସ୍ଥା ନଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ମୋବାଇଲ୍ ଟର୍ଜ ପକାଇଥିଲେ। ଏହି ଆଲୁଅରେ ଡାକ୍ତର ମାଡାମ୍ ପ୍ରେସ୍କ୍ରିପସନ୍ ଲେଖୁଥିଲେ।
ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା। ସଦର ମୁଖ୍ୟ ଚିକିତ୍ସାଳୟରେ ଇନ୍ଭର୍ଟର କିମ୍ବା ଜେନେରେଟର ବ୍ୟବସ୍ଥା ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାର ପ୍ରତିକାର ବ୍ୟବସ୍ଥାମେ ଡିକାଲ କର୍ତ୍ତୃପକ୍ଷ କରିବା ଆବଶ୍ୟକ ବୋଲି ରୋଗୀମାଙ୍କ ମତ ଦେଇଛନ୍ତି ।
No comments yet.