🗂 Local | 🕒 18 Oct 2025, 16:44 IST
ପୁରୀ ଆଜି ବ୍ରହ୍ମଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟଣା ଦେଖିବାକୁ ମିଳିଛି l ଷ୍ଟ୍ରଣ୍ଡ ଦେଖାଉଥିଲେ ବେଳେ ନିଆଁ ଲାଗି ୨ ଛାତ୍ର ପୋଡ଼ିଯାଇଛନ୍ତି l ବ୍ରହ୍ମଗିରି ବ୍ଲକ ବାଲୁକେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟର ନବମଶ୍ରେଣୀ ଛାତ୍ର ଅଟନ୍ତି l ତାଙ୍କୁ ଗୁରୁତର ଭାବରେ ପୁରୀ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତୀ କରାଯାଇଛି । ବିଦ୍ୟାଳୟ ଭିତରେ ଥିବା ପ୍ରେଟୋଲ ବୋତଲରୁ ପ୍ରେଟୋଲ ନେଇ ଷ୍ଟ୍ରଣ୍ଡ ଦେଖାଉଥିଲେ ୨ଜଣ ଛାତ୍ର। ଏହି ସମୟରେ ନିଆଁ ଲାଗି ଲାଗିଯାଇଥିଲା l ଘଟଣା ସମ୍ପର୍କରେ ପୁଲିସ ଅନୁସନ୍ଧାନ କରୁଥିବା ଜଣାଯାଇଛି l
No comments yet.