🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
କାକଟପୁର ଥାନା ଦ୍ୱାରା ବାଣ ଜବତ, ୨ ଗିରଫ - NILACHALA SAMACHAR
Article Image

କାକଟପୁର ଥାନା ଦ୍ୱାରା ବାଣ ଜବତ, ୨ ଗିରଫ

🗂 Crime | 🕒 19 Oct 2025, 00:28 IST


ପୁରୀ କାକଟପୁର ଥାନା ପୋଲିସ ଦ୍ୱାରା ଆଜି ଦୁଇଟି ବିସ୍ଫୋରକ (ଫାୟାର କ୍ରାକର୍ସ) ମାମଲା କରାଯାଇଛି l ବେଆଇନ ଆତସବାଜି ରଖିବା ଓ ବିକ୍ରୟ ପାଇଁ ସଞ୍ଚୟ କରିଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କାକଟପୁର ଥାନାରେ 309/25 ଓ 310/25 ରେ ପୃଥକ ୨ଟି ମାମଲା ରୁଜୁ ଧାରା 288 BNS/5 Fire Works & Loud Speaker Act/9(b) Indian Explosive Act ଅନୁସାରେ ରୁଜୁ ହୋଇଛି ।ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ କୁ ପଠାଯାଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: