🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଦେଶୀ ମଦ ଜବତ, ଜଣେ ଗିରଫ - NILACHALA SAMACHAR
Article Image

ଦେଶୀ ମଦ ଜବତ, ଜଣେ ଗିରଫ

🗂 Crime | 🕒 20 Oct 2025, 01:28 IST


ପୁରୀ ଦେଶୀମଦ ଆସ୍କାଫର୍ଟି କାରବାର ଅଭିଯୋଗରେ ସଦର ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ବାଲିପୁଟର ମାନସ ପ୍ରଧାନ l ଅଭିଯୁକ୍ତ ନିକଟରୁ ୫୦ବୋତଲ ଆସ୍କାଫର୍ଟି ଦେଶୀମଦ ଜବତ କରାଯାଇଛି l ବାଲିପୁଟ ପାଟଣା ସାହିରେ ଦେଶୀମଦ କାରବାର କରୁଥିବା ନେଇ ବାଲିଘାଇ ପୋଲିସ ବିଟ ହାଉସ ଅଧିକାରୀ ଶିଶିର କୁମାର ମହାନ୍ତି ଚଢ଼ାଉ କରିଥିଲେ l ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: