🗂 Local | 🕒 21 Oct 2025, 02:49 IST
ପୁରୀ ସିଦ୍ଧବକୁଳ ଲେନ୍ ରେ ଅଗ୍ନିକାଣ୍ଡ। ଇଲେକ୍ଟ୍ରି ସଟ୍ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ। ସୁମାରାଣୀ ବେହେରାଙ୍କ ଘରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ଯୋଗୁଁ ଧୂଆଁ ଏଭଳି ହୋଇଥିଲା ଅଗ୍ନିଶମ କର୍ମଚାରୀ ମାନେ ଘର ଭିତରକୁ ପ୍ରବେଶ କରିପାରିନଥିଲେ। ଅଗ୍ନିଶମ କର୍ମଚାରୀ ମାନେ ମୁହଁରେ ସମସ୍ତ ଆଧୁନିକ ସରଞ୍ଜାମ ପରିଧାନ କରି ନିଆଁକୁ ଆୟତ୍ତ କରିଥିଲେ। କୌଣସି ଲୋକ ଘରର ଆହାତ ହୋଇନଥିବା ସୂଚନା ମିଳିଛି।
No comments yet.