🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଟ୍ରେନ ଭିତରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜିଆରପି ଥାନା ପୋଲିସ ଦ୍ବାରା ଦୁଇ ଗିରଫ । - NILACHALA SAMACHAR
Article Image

ଟ୍ରେନ ଭିତରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜିଆରପି ଥାନା ପୋଲିସ ଦ୍ବାରା ଦୁଇ ଗିରଫ ।

🗂 Crime | 🕒 21 Oct 2025, 02:53 IST

ପୁରୀ ।ଆଜି ସକାଳେ ଦୁଇ ଜଣ ଯୁବକ କପଡା ଚେନ୍ ଆଚ୍ଛାଦିତ ବ୍ୟାଗ ଧରି ଆସିଥିଲେ ।ସ୍କ୍ରୁଡ୍ରାଇଭର ବ୍ୟବହାର କରି ଟ୍ରେନର ୱାଶରୁମ୍ ଛାତ ଭିତରେ ଚୋରା ଗଞ୍ଜେଇ ଲୁଚାଇବା ପାଇଁ ଆସିଥିବା ପୋଲିସ ନିକଟରେ ସ୍ବୀକାର।ଗିରଫ ଅଭିଯୁକ୍ତ ବିହାରର ଛୋଟୁ କୁମାର ଓ ନିରଞ୍ଜନ କୁମାର ।ଉଭୟ ପୁରୀ ସର୍ବୋଦୟ ନଗର ନିକଟରେ ରାମୁ ରାୟଙ୍କ ଭଡା ଘରେ ରହୁଥିଲେ।ସେମାନଙ୍କ ବ୍ୟାଗଗୁଡ଼ିକୁ ତଲାସି କରିବା ପରେ ୧୪ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି।ରାମୁ ରାୟ ଭୁବନେଶ୍ବର ର ଏକ ନମ୍ବର ମାର୍କେଟ ରେ ଗୋଟିଏ ନାଲି ରଙ୍ଗ ର କାର ରେ କନ୍ଧମାଳ ଅଞ୍ଚଳ ରୁ ଗଞ୍ଜେଇ ଆଣି ଦିଏ। ଉକ୍ତ ଗଞ୍ଜେଇ କୁ scouty ମାଧ୍ୟମରେ ପୁରୀ ଭଡା ଘରକୁ ଆଣି ସେଠାରେ packing କରି ଦିଲ୍ଲୀ ଯାଉଥିବା ଟ୍ରେନ ର AC ବଗି ର bathroom ର ଛାତ ର ପ୍ଲାଇ କୁ screw ଡ୍ରାଇଭର ରେ ଖୋଲି ଗଞ୍ଜେଇ କୁ ସେହି ଭିତରେ packing କରି ପୁଣି ବନ୍ଦ କରିଦେଉ। ମାଲିକ କୁ ବଗି ଓ ଲୁଚାଇ ଥିବା ସ୍ଥାନ ର ଫୋଟୋ ଉଠାଈ ପଠାଉ। ମାଲିକ ରାମୁ ରାୟ ଉକ୍ତ ଗଞ୍ଜେଇ କୁ ଦିଲ୍ଲୀ ସ୍ଟେଶନ ପୂର୍ବ ରୁ ଲୁଚାଇ ଥିବା ସ୍ତ୍ତାନରୁ ବାହାର କରି ଦିଲ୍ଲୀ ସାହରରେ ଚଢ୍ହା ଦରରେ ବିକ୍ରି କରେ।

💬 Leave a Comment

🗨️ Approved Comments

No comments yet.

🔗 Share this article: