🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ମଦ ଚାଲାଣ ବେଳେ ଧରିଲା ପୁଲିସ - NILACHALA SAMACHAR
Article Image

ମଦ ଚାଲାଣ ବେଳେ ଧରିଲା ପୁଲିସ

🗂 Crime | 🕒 22 Oct 2025, 14:52 IST

ପୁରୀ ଗାଡ଼ିରେ ଦେଶୀ ମଦ ଚାଲାଣ ବେଳେ ବାଟରେ ଧରିଲା ପୁଲିସ ୧୧ ମଙ୍ଗଳବାର ପେଣ୍ଠକଟାରୁ ବଳିଆପଣ୍ଡା ଅଞ୍ଚଳକୁ ଦେଶୀ ମଦ ଚାଲାଣ ମଝିରେ ସମୁଦ୍ରକୂଳ ଥାନା ପୁଲିସ ରାସ୍ତା ମଝି ଖବର ପାଇ ସମୁଦ୍ର କାର୍‌କୁ ଅଟକାଇଥିଲା। ହେଲେ ଡ୍ରାଇଭର ଗାଡ଼ି ନ ଅଟକାଇ ପୁଲିସକୁ ଧକ୍କା ଦେଇ ଅର୍ବାନ ହାଟ ଅଭିମୁଖେ ଗାଡ଼ି ନେଇଯାଇଥିଲା । ପୁଲିସ ଟିମ୍ ପିଚ୍ଛା କରି ଅର୍ବାନ ହାଟରେ ଗାଡ଼ିକୁ ଧରିଥିଲା। ଗାଡ଼ିର ଡ୍ରାଇଭର କଣାସ ଅଞ୍ଚଳର ପ୍ରଦୀପ ବେହରା (୨୭)କୁ ପୁଲିସ ଗିରଫ କରିବା ସହ ତା ନିକଟରୁ ୬୮ ଲିଟର ଦେଶୀ ମଦ ଜବତ କରାଯାଇଛି

💬 Leave a Comment

🗨️ Approved Comments

No comments yet.

🔗 Share this article: