🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ସମୁଦ୍ର ମଧ୍ୟକୁ ସ୍କୁଟି ନେଇ ପସିଗଲେ ଯୁବକ।ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ - NILACHALA SAMACHAR
Article Image

ସମୁଦ୍ର ମଧ୍ୟକୁ ସ୍କୁଟି ନେଇ ପସିଗଲେ ଯୁବକ।ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ

🗂 Local | 🕒 23 Oct 2025, 15:50 IST

ପୁରୀରେ ସମୁଦ୍ର ମଧ୍ୟକୁ ସ୍କୁଟି ନେଇ ପସିଗଲେ ଯୁବକ।ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହୋଇଛି।ତେବେ ଏହା କେବେର ଭିଡ଼ିଓ ତାହା ସ୍ପଷ୍ଟ ହୋଇନାହିଁ ।ଯୁବକଙ୍କ ପରିଚୟ ମଧ୍ୟ ମିଲିପାରିନାହି।ତେବେ ସମୁଦ୍ର ମଧ୍ୟକୁ ଯୁବକ ଜଣଙ୍କ କାହିଁକି ଗଲେ ।ଦୁଃସାହସ ପ୍ରଦର୍ଶନ ପାଇଁ ନାଁ ସଉକ ପାଇଁ ତାହା ସ୍ପଷ୍ଟ ହୋଇ ନାହିଁ।lଏହି ପରି ଷ୍ଟଣ୍ଟ ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ଯୁବକ ଜଣଙ୍କ କିଭଳି ଏଭଳି ଦୁଃସାହସ କଲେ ,ତାଙ୍କୁ କିଏ କାହିଁକି ଅଟକାଇଲା ନାହିଁ ତାହା ହିଁ ବଡ଼ ପ୍ରଶ୍ନ ।

💬 Leave a Comment

🗨️ Approved Comments

No comments yet.

🔗 Share this article: