🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
୨୫ ଲିଟର ତରଳ ବଟା ଭାଙ୍ଗ ଜବତ, ଜଣେ ଗିରଫ - NILACHALA SAMACHAR
Article Image

୨୫ ଲିଟର ତରଳ ବଟା ଭାଙ୍ଗ ଜବତ, ଜଣେ ଗିରଫ

🗂 Crime | 🕒 24 Oct 2025, 18:38 IST


ପୁରୀ ସଦର ଥାନା ପୁଲିସ ତରଳ ବଟାଭାଙ୍ଗ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଚାରିନଳା ସିରେଇକଣା ପାଟଣାର ହରିହର ପ୍ରଧାନ l ହରିହର ନିକଟରୁ ୨୫ ଲିଟର ଭାଙ୍ଗ ସହ ମିକ୍ସଚର ମେସିନ ଜବତ କରିଛି ପୁଲିସ l ଅଭିଯୁକ୍ତ ବେଆଇନ ଭାବେ ଭାଙ୍ଗ ବିକ୍ରୟ କରୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା l. ପରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: