🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଜଗନ୍ନାଥ ଦର୍ଶନ ପୂର୍ବରୁ ବାଇଶି ପାହାଚରେ ଉଡ଼ିଗଲା ପ୍ରାଣ - NILACHALA SAMACHAR
Article Image

ଜଗନ୍ନାଥ ଦର୍ଶନ ପୂର୍ବରୁ ବାଇଶି ପାହାଚରେ ଉଡ଼ିଗଲା ପ୍ରାଣ

🗂 Local | 🕒 29 Oct 2025, 12:33 IST


ପୁରୀ ଜଗନ୍ନାଥ ଦର୍ଶନ ପୂର୍ବରୁ ବାଇଶି ପାହାଚରେ ପଡି ଜଣେ ଶ୍ରଦ୍ଧାଳୁଙ୍କ ପ୍ରାଣବାୟୁ ଉଡିଯାଇଛି l ଶ୍ରଦ୍ଧାଳୁ ଜଣକ ନିୟୁ ଦିଲ୍ଲୀର ମୁଲଚାନ୍ଦ ଗୁପ୍ତା ୭୬ l ଶ୍ରଦ୍ଧାଳୁ ଜଣକ ଗତ ମଙ୍ଗଳବାର ରାତ୍ରରେ ତାଙ୍କର ସମ୍ପର୍କୀୟଙ୍କ ସହ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଉଥିଲେ l ବାଇଶି ପାହାଚରେ ହଟାତ ଟଳି ପଡ଼ିଥିଲେ l ତାଙ୍କୁ ମେଡିକାଲ ଆଣିବାରେ ଡାକ୍ତର ମୃତ ଘୋଷଣା କରିଥିଲେ l

💬 Leave a Comment

🗨️ Approved Comments

No comments yet.

🔗 Share this article: