🗂 Crime | 🕒 07 Nov 2025, 14:22 IST
ପୁରୀର ଏକ ହୋଟେଲରୁ ସନ୍ଦେହଜନକ ଅବସ୍ଥାରେ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଜବତ ହୋଇଛି। ଟାଉନ୍ ଥାନା ଅଞ୍ଚଳର ଖୁଣ୍ଟିଆସାହି ରାଧାକୃଷ୍ଣ ନିବାସରୁ ଏହି ମୃତଦେ ମିଳିଛି। ମୃତକ ରାଉରକେଲା ଅଞ୍ଚଳର ଚିନ୍ମୟ ସାମଲ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ପଞ୍ଚନାମା ନିମନ୍ତେ ପଠାଇଛି। କିପରି ଦେହ ଶବ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା ସେନେଇ ତଦନ୍ତ ଆରମ୍ଭକରିଛି। ଶେଷ ଖବର ସୁଦ୍ଧା ଏନେଇ ଥାନାରେ କୌଣସି ମାମଲା ହୋଇନାହିଁ ।
No comments yet.