🗂 Art & Culture | 🕒 06 May 2025, 10:56 IST
ପୁରୀ ରଥଖଳାରେ ପ୍ରସ୍ତୁତ ହେଉଛନ୍ତି ଦିବ୍ଯରଥ । ମହାରଣା, କରତୀ ଓ ଭୋଇ ସେବାୟତଙ୍କ ଦ୍ବାର ଜୋରସୋର ଚାଲିଛି କାମ । ଷଷ୍ଠ ଦିନରେ ୩ ରଥ ପାଇଁ ସମସ୍ତ ୪୨ ତୁମ୍ବର ଗୋଲେଇ କାମ ଶେଷ ହୋଇ ଆରମ୍ଭ ହୋଇଛି ସୂତା ବାଡ଼ିଆ । ପହି ମହାରଣା ଓ ସୂତାର ମହାରଣାଙ୍କ ଦ୍ବାରା ସୂତା ବାଡ଼ିଆ ପରେ ତୁମ୍ବରେ ବିନ୍ଧ ଅନୁକୂଳ ନେଇ ଆରମ୍ଭ କରାଯାଇଛି ପ୍ରସ୍ତୁତି ।
#puri #rathaworkprogress #NandighoshaTV #odisha
No comments yet.