🗂 Art & Culture | 🕒 12 Nov 2025, 20:15 IST
ପୁରୀ ଆସନ୍ତା କାଲି ଗୁରୁବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନରେ କଟକଣା ରହିବ। ବନକଲାଗି ନୀତି ଯୋଗୁ ସନ୍ଧ୍ୟା ବେଳେ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
No comments yet.