🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
୪ ବସ୍‌କୁ ୧୫.୪୬ ଲକ୍ଷ ଜରିମାନା - NILACHALA SAMACHAR
Article Image

୪ ବସ୍‌କୁ ୧୫.୪୬ ଲକ୍ଷ ଜରିମାନା

🗂 Local | 🕒 13 Nov 2025, 15:13 IST



ପୁରୀ ଟିକସ ଫାଙ୍କି ଓ ପର୍‌ମିଟ୍ ଅନିୟମିୟତା ଅଭିଯୋଗରେ ପୁରୀ ଆଞ୍ଚଳିକ ପରିବହନ ବିଭାଗ ଓ ଏସ୍‌ଟିଏ କଟକର ମିଳିତ ପ୍ରୟାସରେ ଚଢ଼ଉ କରାଯାଇଛି । ଏହି କ୍ରମରେ ମାଳତିପାଟପୁର ବସ୍ ଷ୍ଟାଣ୍ଡରେ ୪ଟି ବସ୍ ଜବତ କରାଯାଇଛି। ୪ଟି ବସ୍ ନିକଟରୁ ୧୫ ଲକ୍ଷ ୪୬ ହଜାର ୮୪୭ ଟଙ୍କା ଜରିମାନା କରାଯାଇଛି। ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: