🗂 Crime | 🕒 15 Nov 2025, 00:48 IST
ପୁରୀ,୧୪/୧୧ : କୁମ୍ଭାରପଡା ମଙ୍ଗଳାସାହିରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି କୁମ୍ଭାରପଡା ଥାନା ପୁଲିସ l ବ୍ୟବଚ୍ଛେଦ ନିମନ୍ତେ ମେଡିକାଲରେ ରଖାଯାଇଛି l ବ୍ୟକ୍ତିଙ୍କ ବୟସ ପ୍ରାୟ ୫୦ରୁ ୫୫ ବର୍ଷ ହେବ ଅନୁମାନ କରାଯାଉଛି l ବ୍ୟକ୍ତି ଜଣଙ୍କ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ନେଇ ପୁଲିସ ବ୍ୟକ୍ତିଙ୍କୁ ମେଡିକାଲ ଆଣିଥିଲେ l ହେଲେ ଡାକ୍ତର ମୃତ ଘୋଷଣା କରି ବ୍ୟବଚ୍ଛେଦ ନିମନ୍ତେ ଭର୍ତ୍ତି କରିଥିଲେ l ରିପୋର୍ଟ ଲେଖା ହେବା ବେଳକୁ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିଲା l
No comments yet.