🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ - NILACHALA SAMACHAR
Article Image

ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

🗂 Local | 🕒 27 Nov 2025, 20:41 IST

ପୁରୀ କୁମ୍ଭାରପଡ଼ା ଥାନା ଅଧୀନ ରାମ ଚଣ୍ଡୀ ସାହି ବାଲିଉପର ରେଳଷ୍ଟେସନ ରୋଡ ପାର୍ଶ୍ଵରୁ ମଙ୍ଗଳବାର ପୁଲିସ ଅଚିହ୍ନା ଶବକୁ ଜବତ କରିଛି। ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ମୃତ ବ୍ୟକ୍ତିଙ୍କ ବୟସ ଆନୁମାନିକ ୫୫ ହେବ। ଏନେଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: