🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଜିଲ୍ଲା ଆମ ଆଦମୀ ପାର୍ଟି ର ସାଙ୍ଗଠନିକ ବୈଠକ ପାର୍ଟି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେଇଅଛି. - NILACHALA SAMACHAR
Article Image

ଜିଲ୍ଲା ଆମ ଆଦମୀ ପାର୍ଟି ର ସାଙ୍ଗଠନିକ ବୈଠକ ପାର୍ଟି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେଇଅଛି.

🗂 Politics | 🕒 06 Dec 2025, 21:03 IST

ପୁରୀ ଜିଲ୍ଲାର ସମସ୍ତ ଛାମୁଆ ନେତା ମାନ ଙ୍କ ସହ ଆପ ର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଙ୍କ ସହ ବୈଠକ ହେଲା. ଏହି ବୈଠକ ରେ ଆଗାମୀ ଦିନର ରଣନୀତି, ସଂଗଠନ ମଜବୁତ ହେବା, ଚାଲ ପଂଚାୟତ ର ନାରା ର କାର୍ଯ୍ୟ ଓ ପୁରୀ ଜିଲ୍ଲା ର ପ୍ରମୁଖ ବିରୋଧୀ ରୂପେ କେମିତି କାର୍ଯ୍ୟ ହେବ ସେଥିପାଇଁ ନୂଆ ପନ୍ଥା ସ୍ଥିର କରାଗଲା. ଏହି ବୈଠକ ରେ ଆପ ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସ, ପୁରୀ ପ୍ରଭାରୀ ଶ୍ରୀକାନ୍ତ ପାଣି, ରାଜ୍ୟ ସଂଗଠନ ସମ୍ପାଦକ କଲ୍ୟାଣ ଆନନ୍ଦ ଙ୍କ ସହ ବିସ୍ତୃତ ଆଲୋଚନା ହେଲା, ଏହି ଅବସରରେ ସଂଜୀବ ମହାନ୍ତି, ସତ୍ୟଜିତ ମହାନ୍ତି, ଅନିଲ ସେନାପତି, ସମୀର ସାମନ୍ତରାୟ, ତପସ୍ୱିନୀ ଜଗଦେବ, ଦେବ ପ୍ରଧାନ, ରବୀନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ. ଆଜିର କାର୍ଯ୍ୟକ୍ରମ ରେ ସିଦ୍ଧ ମହାବୀର ଅଞ୍ଚଳ ର ବୁଲୁ ଦାସ ଓ ସତ୍ୟଜିତ ମହାପାତ୍ର ଦଳରେ ଯୋଗଦାନ କରିଥିଲେ...

💬 Leave a Comment

🗨️ Approved Comments

No comments yet.

🔗 Share this article: