ଦାଦାବଟି ଆଦାୟ ଅଭିଯୋଗ, ଜଣେ ଗିରଫ - NILACHALA SAMACHAR
Article Image

ଦାଦାବଟି ଆଦାୟ ଅଭିଯୋଗ, ଜଣେ ଗିରଫ

🗂 Crime | 🕒 11 Dec 2025, 01:37 IST

ପୁରୀ ୧୦/୧୨ : ନରେନ୍ଦ୍ର କୋଣ ପରିବା ମାର୍କେଟ ଠାରେ ଅ।କ୍ରମଣ ସହ ଦାଦାବଟି ଅ।ଦାୟ ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ଵାରା ଜଣେ ଗିରଫ ସହ କୋର୍ଟ ଋଲାଣ ଅଭିଯୁକ୍ତ ଜଣକ ନରେନ୍ଦ୍ର କୋଣ ମଙ୍ଗଳାସାହିର ପଦ୍ମଲାଭ ଭୋଇ ଓରଫ ଦାସ ମିଶ୍ରସାହି ଜଗନ୍ନାଥ ବସ୍ତିର ଦୀପକ କୁମାର ମାଛୁଅ।ଙ୍କୁ ଅ।କ୍ରମଣ ସହ ଦାଦାବଟି ଅ।ଦାୟ କରିବା ନେଇ ସେ ଅଭିଯୋଗ କରିଥିଲେ ଉକ୍ତ ଅଭିଯୋଗ କ୍ରମେ ଅଭି ଯୁକ୍ତ ବିରୁଦ୍ଧରେ ୫୬୮/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ମଙ୍ଗଳବାର କୋର୍ଟ ଋଲାଣ କରାଯାଇଥିଲା ।

💬 Leave a Comment

🗨️ Approved Comments

No comments yet.

🔗 Share this article: