ବାଇକ ଚୋରି ଅଭିଯୋଗରେ ତାଳବଣିଆ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l - NILACHALA SAMACHAR
Article Image

ବାଇକ ଚୋରି ଅଭିଯୋଗରେ ତାଳବଣିଆ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l

🗂 Crime | 🕒 20 Dec 2025, 01:13 IST


ପୁରୀ, ୧୯/୧୨ : ବାଇକ ଚୋରି ଅଭିଯୋଗରେ ତାଳବଣିଆ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ଗୋପାଳପୁର ଭୋଇସାହିର ସାଗର କୁମାର ସାହୁ ୩୬ l ମାଟିଆପଡା ଲେବଲକ୍ରସିଂ ନିକଟର ସୁରଜ କୁମାର ସାହୁ ତାଙ୍କର ଓଡି ୦୫ ୨୮୧୩ ନମ୍ବର ବିଶିଷ୍ଟ ପଲସର ବାଇକ ଚୋରି ନେଇ ଥାନାରେ ଅଭିଯୋଗ କରିଥିଲେ l ଥାନାରେ ୨୭୬/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ବାଇକ ଜବତ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା l ଶୁକ୍ରବାର ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: