🗂 Local | 🕒 22 Dec 2025, 17:36 IST
ପୁରୀ, ୨୨।୧୨: ଜଳିଗଲା ୪ ଫଳ ଦୋକାନ । ବଡ଼ଶଙ୍ଖ ପରିବା ମାର୍କେଟରେ ଭୟାବହ ନିଆଁ । ବିଳମ୍ୱିତ ରାତିରେ ଫଳ ଦୋକାନ ଜଳିଯାଇଥିବା ସୂଚନା ମିଳିଛି । ନିଆଁ ଲାଗି ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।
No comments yet.