🗂 Art & Culture | 🕒 07 Jan 2026, 15:29 IST
ପୁରୀ ୭/୧ :ଶ୍ରୀମନ୍ଦିର ର ଜଗମୋହନରେ ଭିତରକାଠ ଦର୍ଶନ ଚାଲିଥିବା ସମୟରେ ଭକ୍ତ ଜଣେ ଭିତର କାଠ ପାଖରେ ବାନ୍ତି କରିଥିବାରୁ ବଡ଼ ମହାସ୍ନାନ ହୋଇଅଛି। ମହାସାନ୍ନ ନୀତି ପରେ ଭୋଗମଣ୍ଡପ କରାଯିବା। ମହାସାନ୍ନ ନୀତିର ପ୍ରଭାବ ପ୍ରାୟ ୧ ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି । ବନକଲାଗି ନୀତି ଉପରେ ପଡିପାରେ। ବନକଲାଗି ନୀତି ବିଳମ୍ବିତ ହୋଇପାରେ।
No comments yet.