🗂 Crime | 🕒 21 Jan 2026, 00:54 IST
ପୁରୀ, ୨୦/୧ : ସଦର ଥାନା - ପୁଲିସ ଏକ ଜୁଆ ଆଡା ଉପରେ ଚଢ଼ାଉ କରି ୧୬ଜଣଙ୍କୁ ଗିରଫ କରିଛି ସେମାନଙ୍କ ନିକଟରୁ ୨ ପ୍ୟାକେଟ ପ୍ଲେଇଙ୍ଗ କାର୍ଡ, ୨୩, ୮୦୦ଟଙ୍କା, ୧୫ଟି ମୋବାଇଲ, ଇ ବାଇକ ସହ ମୋଟ ୮ଟି ବାଇକ ଜବତ କରାଯଇଛି। ଅଭିଯୁକ୍ତ ମାନେ ହେଲେ ସଦର ଥାନା ଅନ୍ତର୍ଗତ କଡାଜିତର ଯୁଧୁଷ୍ଠିର ବାରିକ ୩୫, ଗଢ଼ି ଶାଗୋଦାର ନବଘନ ବେହେରା ୩୦, କୁମ୍ଭାରପଡା ମହାବୀର ଲେନର ଗଣେଶ ସାହାଣୀ ୩୮, - ମଙ୍ଗଳାଘାଟ କୃଷକ ବଜାର ନିକଟରେ ରହୁଥିବା ଗାଣ୍ଡୁଅ । ଚଉରା ଛକ ନିକଟର ଫିରୋଜ କୁମାର ଦାସ ୪୨, ବ୍ରହ୍ମଗିର ହରଚଣ୍ଡୀ ସାହିର ରବୀନ୍ଦ୍ର ନାୟକ ୫୫, ରେବେଣା ନୂଅ।ଗାଁର ଶେଷଦେବ ପାଢ଼ୀ ୪୦, ବଡ଼ ବନ୍ଧକେରାର ଅ।ଲୋକ ପାଣି ୩୫, ବ୍ରହ୍ମଗିରି ଖଜୁରିଆର ସଞ୍ଜୟ ବେହେରା ୩୪, ସଦର
କଣ୍ଠପୁରର ଛବି ପ୍ରଧାନ ୨୬, ଖଡ଼ିପଦାର ନିରଞ୍ଜନ ମହାପାତ୍ର ୩୫, ସୁଶାନ୍ତ ସାହୁ ୩୩, ପୁରୀ ହରଚଣ୍ଡୀ ସାହିର ଭବାନୀ ଶଙ୍କର ମିଶ୍ର ୪୩, କୁଣ୍ଢାଇବେଣ୍ଟ । ସାହିର ରଘୁନାଥ ରାୟ ୫୩, ଦୋଳମଣ୍ଡପ ସାହି । ହାବେଳୀଗଳିର ସରୋଜ କୁମାର ମହାପାତ୍ର ୪୭, ଲୋକନାଥ ରୋଡ ଅଂଚଳର ସୁନୀଲ ନାୟକ ୨୬ ଓ ବ୍ରହ୍ମଗିରି ନହରପଡା ବଜାର ନିକଟର ସଞ୍ଜୟ କୁମାର ଦାସ ୪୩ ଏନେଇ ଅ।ଜି ସଦର ଥାନା ପରିସରରେ ଏସ୍ଟ୍ରିପିଓ ରବିନାରାୟଣ ଭଞ୍ଜ ଓ ଥାନା ଅ।ଇଅ।ଇସି ସୁନୀଲ କୁମାର ପ୍ରଧାନ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଜଳଭଣ୍ଡାର ନିକଟ ସମଙ୍ଗ ଜଙ୍ଗଲରେ ଜୁଅ।ଅ।ତ୍ତା ଋଲିଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା ସଦରଥାନା ଅ।ଇଅ।ଇସିଙ୍କ ନେତୃରେ ଘଟଣା ସ୍ଥଳରେ ଚଢ଼ାଉ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥୁଲା ଥାନାରେ ୪୪/୨୦୨୬ ନମ୍ବର ମାମଲା ରୁଜୁ କରାଯାଇଥିଲା ।
No comments yet.