🗂 Crime | 🕒 23 Jan 2026, 16:45 IST
ପୁରୀ, ୨୨/୧ : ସଦର ଥାନ ପୁଲିସ ଦେଶୀ ରନ୍ଧାମଦ ପ୍ରସ୍ତୁତ ଅଭିଯୋଗରେ ଜଣକୁ ଗିରଫ କରିଛି ଅଭିଯୁକ୍ତ ଜଣକ ଚନ୍ଦନ ମଙ୍ଗରାଜ ୩୭ ଅଭିଯୁକ୍ତ ଜଣକ ଜଳ ଭଣ୍ଡାର ନିକଟରେ ଦେଶୀ ମଦ ପ୍ରସ୍ତୁତ କରୁଥିବା ସମୟରେ ସଦର ଥାନା ପୁଲିସ ଚଢ଼ାଉ କରି ୬୦୦ ଲିଟରରୁ ଉର୍ଷ ପୋଚ ନଷ୍ଟ କରିବା ସହ ୧୬ ଲିଟର ମଦ ଜବତ କରିଛି ଅଭିଯୁକ୍ତ ବିରୁଦ୍ଧରେ ୫୧/୨୦୨୬ ନମ୍ବର ମାମଲା ରୁଜୁ କରାଯାଇଛି
No comments yet.