ଜିଲ୍ଲା ହାବିଲଦାର କନଷ୍ଟେବଳ ସଙ୍ଘ ନିର୍ବାଚନ - NILACHALA SAMACHAR
Article Image

ଜିଲ୍ଲା ହାବିଲଦାର କନଷ୍ଟେବଳ ସଙ୍ଘ ନିର୍ବାଚନ

🗂 Local | 🕒 23 Jan 2026, 23:46 IST


ପୁରୀ, ୨୩ /୧ ଜିଲ୍ଲା ହାବିଲଦାର କନଷ୍ଟେବଳ ବଳ ସଙ୍ଘର ରଣ ର୍ନିବାଚନ ଅନୁଷ୍ଠିତ ହୋଇଯାଇଛି । ଅ।ଜି ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ସଭାପତି ଭାବେ ସନ୍ତୋଷ କୁମାର ମହାନ୍ତି ର୍ନିବାଚି ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ସନ୍ତୋଷ କୁମାର ସାହୁ ର୍ନିବାଚିତ


ହୋଇଛନ୍ତି ସମ୍ପାଦକ ଭାବେ । ସୂର୍ଯ୍ୟତାପ ଜେନା, ସମ୍ପାଦ ମ୍ପାଦକ କ ଭାବେ ମହେଶ୍ଵର ନାୟକ, କୋଷାଧକ୍ଷ ଭାବେ ସୋରେନ, ସମ୍ପା ସମ୍ପାଦକ ଖ ଭାବେ ସତ୍ୟନାରାୟଣ ନାଯ ଦିଲ୍ଲୀପ କୁମାର ମାର ଭୋଇ, କାର୍ଯ୍ୟକାରୀ ସଭ୍ୟ ଭାବେ ଗାଲେଖ ବିହାରୀ ସାହୁ, ହେମନ୍ତ କୁମାର ସାହୁ, ଅ।ରତୀ ମହ ମହାରଣା, ଅରୁଣ କୁମାର ମଲ୍ଲିକ, ମଙ୍ଗରାଜ ମଲ୍ଲିକ ର୍ନିବାଚିତ ହୋଇଥିଲେ ସଭାପତି ସନ୍ତୋଷ କୁ କୁମାର ମହାନ୍ତି ୬୪୨ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ସୁଚି ପର୍ବ ଖଣ୍ଡ ଭୋଟ ପାଇଥିଲେ। ସେହିପରି ଉପସଭାପତି ସନ୍ତୋଷ କୁମାର ସାହୁ ୫୯୨ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ମୁରଲୀ ଧର ପ୍ରାୟ ସମସ୍ତ ହାବିଲଦାର ବେହେରା ୩୯୨ ଖଣ୍ଡ ଭୋଟ ପାଇଥିଲେ। ଜିଲ୍ଲାର ଓ କନଷ୍ଟବଳ ମାନେ ମତଦାନ କରିଥିଲେ ।

💬 Leave a Comment

🗨️ Approved Comments

No comments yet.

🔗 Share this article: