🗂 Local | 🕒 06 Feb 2026, 17:01 IST
ପୁରୀ୬/୨ : କୋର୍ଟ କୁ ବୋମା ରେ ଉଡେଇବାକୁ ଧମକ | ଅଜଣା ମେଲ୍ ଆଇଡି ରୁ ପୁରୀ କୋର୍ଟ କୁ ଏହି ଧମକ ଆସିଛି | ବୋମ squad ଘଟଣା ସ୍ଥଳରେ ପହଞ୍ଚି ଵର୍ତମାନ ସର୍ଚ ଆରମ୍ଭ କରିଛି | ଏହା ପୂର୍ବରୁ କୋର୍ଟ ପରିସରକୁ ଖାଲି କରା ଯାଇଛି | କୋର୍ଟ ମଧ୍ୟରେ କୋର୍ଟର କର୍ମଚାରୀ ମାଜିଷ୍ଟ୍ରେଟ ଏବ୍ଂ ଓକିଲଙ୍କ ମଧ୍ୟରେ ଭୟର ବାର୍ତ୍ତାବରଣ ଦେଖିବାକୁ ମିଳିଛି |ଘଟଣାକୁ ନେଇ ପୁରୀ କୋର୍ଟ ପରିସରକୁ ସାନିଟାଈଜ କରାଯିବା ସହ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।ପୁରୀ ଏସପି ଏହି ଯାଞ୍ଚ ରେ ସାମିଲ ହୋଇଥିବା ବେଳେ ପ୍ରଥମେ କୋର୍ଟ ପରିସରକୁ ଖାଲି କରି ଯାଞ୍ଚ ପରେ mail id କୁ ଯାଞ୍ଚ କରାଯିବ ବୋଲି କହିଛନ୍ତି ପୁରୀ ଏସପି। ସେପଟେ କେହି ଭୟଭୀତ ନ ହେବାକୁ ଏସପି କହିଥିବା ବେଳେ କୋର୍ଟ ପରିସରରେ ଓକିଲ ମନେ ସହଯୋଗ କରିଛନ୍ତି ହେଲେ ପୂର୍ବରୁ କାହିଁକି ଏହି ଧମାକକୁ ଗୁରୁତ୍ୱ ଦିଆଗଲା ନାହିଁବୋଲି ପ୍ରଶ୍ନ କରିଛନ୍ତି ଓକିଲ ସଙ୍ଘ ସମ୍ପାଦକ।
No comments yet.