ଜାପାନରୁ ଆସିଥିବା ପର୍ଯ୍ୟଟକ ମାନେ ହୋଲି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି। - NILACHALA SAMACHAR
Article Image

ଜାପାନରୁ ଆସିଥିବା ପର୍ଯ୍ୟଟକ ମାନେ ହୋଲି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି।

🗂 Local | 🕒 04 Mar 2026, 17:09 IST

ପୁରୀ ୪/୩ : ସୁଦୂର ଜାପାନରୁ ଆସିଥିବା ପର୍ଯ୍ୟଟକ ମାନେ ହୋଲି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି। ପୁରୀ ର ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ପାଳନ ହୋଇଛି ହୋଲି ଉତ୍ସବ। ଉଭୟ ଓଡିଆ ଏବଂ ଜାପାନ ପର୍ଯ୍ୟଟକ ମିଳିମିଶି ହୋଲିର ରଙ୍ଗରେ ପରସ୍ପରକୁ ରଙ୍ଗ ଲଗେଇ ଏହି ଉତ୍ସବ ପାଳନ କରିଛନ୍ତି। ଜାପାନରେ ହୋଲି ପର୍ବ ପାଳନ ହେଉନଥିଲେ ମଧ୍ୟ ଭାରତୀୟ ସଂସ୍କୃତି, ପରମ୍ପରାର ହୋଲି ଉତ୍ସବ ସେମାନଙ୍କୁ ବେଶ୍ ଆନନ୍ଦ ଦେଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: