ବଳଙ୍ଗା ମେଳଣରେ ଆକ୍ରମଣ ଘଟଣାରେ ଦୁଇଜଣଙ୍କୁ ଗିରଫ - NILACHALA SAMACHAR
Article Image

ବଳଙ୍ଗା ମେଳଣରେ ଆକ୍ରମଣ ଘଟଣାରେ ଦୁଇଜଣଙ୍କୁ ଗିରଫ

🗂 Crime | 🕒 13 Mar 2026, 02:55 IST

ପୁରୀ ୧୩/୩ :ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବଳଙ୍ଗା ମେଳଣରେ ଆକ୍ରମଣ ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ, ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବଳଙ୍ଗା ଅଞ୍ଚଳର ରାକେଶ ବେହେରା ଏବଂ ସତ୍ୟ ଚନ୍ଦ୍ର ବେହେରା, ଅଭିଯୁକ୍ତଙ୍କ ଠାରୁ ଭଙ୍ଗା କାଚ ଓ ଗୋଟିଏ ଛୁରୀ ଜବତ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: