୧୧୦ ବୋତଲ ବେଆଇନ କଫ ସିରଫ ବିକ୍ରି ଅଭିଯୋଗରେ ଜଣେ ଗିରଫ - NILACHALA SAMACHAR
Article Image

୧୧୦ ବୋତଲ ବେଆଇନ କଫ ସିରଫ ବିକ୍ରି ଅଭିଯୋଗରେ ଜଣେ ଗିରଫ

🗂 Crime | 🕒 14 Mar 2026, 03:28 IST

ପୁରୀ ୧୩/୩ : ବାସେଳୀ ସାହି ଥାନା ନୀଳମାଧବ ଲେନ୍ ର ଅଭିଯୁକ୍ତ ସଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି, ଗିନାରିବନ୍ତ ଠାରେ ବେଆଇନ କଫସିରଫ ବିକ୍ରି କରୁଥିଲା ସଞ୍ଜୟ, ଅଭିଯୁକ୍ତ ଠାରୁ ପୋଲିସ ୧୧୦ ବୋତଲ କଫ ସିରଫ ସହିତ ନଗଦ ୯ ହଜାର ୨୫୦ ଟଙ୍କା ଜବତ କରିଛି

💬 Leave a Comment

🗨️ Approved Comments

No comments yet.

🔗 Share this article: