ରଥଯାତ୍ରାରେ ଯାଞ୍ଚ ହେବ ଖାଦ୍ୟର ମାନ - NILACHALA SAMACHAR
Article Image

ରଥଯାତ୍ରାରେ ଯାଞ୍ଚ ହେବ ଖାଦ୍ୟର ମାନ

🗂 Local | 🕒 15 May 2026, 17:07 IST

ପୁରୀ ୧୫/୫ : ରଥଯାତ୍ରା ସମୟରେ ଖାଦ୍ୟର ମାନ ଯାଞ୍ଚ କରାଯିବ । ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଫୁଡ୍ ଇନ୍ସପେକ୍ଟରଙ୍କ ଦ୍ବାରା ଖାଦ୍ୟର ମାନ ଯାଞ୍ଚ ହେବ । ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ପଡ଼ିବ ।




💬 Leave a Comment

🗨️ Approved Comments

No comments yet.

🔗 Share this article: